or_tn/2co/13/04.md

610 B

he was crucified

ଏହାକୁ କର୍ତ୍ତୃବାଚ୍ୟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ସେମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ” (ଦେଖ: rc://*/ta/man/translate/figs-activepassive)

but we will live with him by the power of God

ତାହାଙ୍କ ମଧ୍ୟରେ ଓ ତାହାଙ୍କ ସହିତ ଜୀବନଯାପନ କରିବା ନିମନ୍ତେ ଈଶ୍ବର ଆମ୍ଭମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତି I