or_tn/2co/13/01.md

960 B

Connecting Statement:

ପାଉଲ ଦୃଢ଼ନିଶ୍ଚିତ କରୁଛନ୍ତି ଯେ ଖ୍ରୀଷ୍ଟ ତାଙ୍କ ମଧ୍ୟଦେଇ କଥା କହୁଛନ୍ତି ଓ ପାଉଲ ସେମାନଙ୍କୁ ପୁନଃସ୍ଥାପନ କରିବାକୁ, ଉତ୍ସାହ ଦେବାକୁ ଓ ଏକତ୍ର କରିବାକୁ ଚାହୁଁଛନ୍ତି I

Every accusation must be established by the evidence of two or three witnesses

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ କିଛି ଗୋଟାଏ ଭୁଲ୍ କରିଛି ବୋଲି ଦୁଇ କିମ୍ବା ତିନି ଜଣ ଲୋକ ସମାନ ବିଷୟକୁ କହିଲା ପରେ ଯାଇ ତାହା ବିଶ୍ବାସ କର” (ଦେଖ: rc://*/ta/man/translate/figs-activepassive)