or_tn/2co/12/16.md

729 B

But, since I am so crafty, I am the one who caught you by deceit

ଯଦିଓ ସେ ସେମାନଙ୍କୁ ଅର୍ଥ ମାଗି ନ ଥିଲେ କେତେକ କରିନ୍ଥୀୟମାନେ ଭାବୁଥିଲେ ଯେ ପାଉଲ ସେମାନଙ୍କୁ ମିଛ କହୁଛନ୍ତି, ସେମାନଙ୍କୁ ଲଜ୍ଜାଦେବା ନିମନ୍ତେ ସେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ଅନ୍ୟମାନେ ଭାବୁଛନ୍ତି ଯେ ମୁଁ ଧୂର୍ତ୍ତହୋଇ ଛଳନା କଲି” (ଦେଖ: rc://*/ta/man/translate/figs-irony)