or_tn/2co/12/13.md

1.8 KiB

how were you less important than the rest of the churches, except that ... you?

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସେ ସେମାନଙ୍କର କ୍ଷତି କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିବା କରିନ୍ଥୀୟମାନଙ୍କର ଭୁଲ୍ ଅଟେ I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ସମସ୍ତ ମଣ୍ଡଳୀରେ ଯେପରି, ସେପରି ମୁଁ ତୁମ୍ଭମାନଙ୍କ ପ୍ରତି ସେହି ସମାନ ବ୍ୟବହାର କଲି, ଗୋଟିଏ ବିଷୟ ଛଡା ..ତୁମ୍ଭେମାନେ” (ଦେଖ: rc://*/ta/man/translate/figs-rquestion)

I was not a burden to you

ମୁଁ ତୁମ୍ଭମାନଙ୍କୁ ଅର୍ଥ କିମ୍ବା ମୋହର ପ୍ରୟୋଜନୀୟ ଜିନିଷ ମାଗି ନ ଥିଲି

Forgive me for this wrong!

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେବାପାଇଁ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ଉଭୟ ସେ ଓ ସେମାନେ ଜାଣନ୍ତି ଯେ ସେ ସେମାନଙ୍କ ପ୍ରତି ଭୁଲ୍ କରିନାହାନ୍ତି, କିନ୍ତୁ ସେମାନେ ତାହାଙ୍କୁ ସତେ ଯେପରି ସେ ଭୁଲ୍ କରିଥିବା ପରି ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-irony)

this wrong

ସେମାନଙ୍କୁ ଅର୍ଥ କିମ୍ବା ଅନ୍ୟ ପ୍ରୟୋଜନୀୟ ଜିନିଷ ନ ମାଗି