or_tn/2co/12/04.md

1.3 KiB
Raw Permalink Blame History

was caught up into paradise

ଏହା “ଏହି ଜଣେ ଲୋକ” (୩ ପଦ) ପ୍ରତି ଘଟିଥିବା ବିଷୟରେ ପାଉଲଙ୍କ ବିବରଣୀକୁ ଜାରିରଖିଛି I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବର ଏହି ଲୋକକୁ ...ପାରଦୀଶକୁ ନେଲେ କିମ୍ବା ) ଜଣେ ଦୂତ ଏହି ଲୋକକୁ ...ପାରଦୀଶକୁ ନେଲେ I” ଯଦି ସମ୍ଭବ, ଏହି ଲୋକକୁ କିଏ ନେଲେ, ତାହାଙ୍କର ନାମ ନ ନେବା ସବୁଠାରୁ ଭଲ ହେବ: “କେହି ଜଣେ ...ପାରଦୀଶକୁ ନେଲେ” କିମ୍ବା “ସେମାନେ ...ପାରଦୀଶକୁ ନେଲେ I”

caught up

ଆକସ୍ମିକଭାବେ ଓ ବଳପୂର୍ବକ ଧରି ନିଆଗଲେ

paradise

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ସ୍ବର୍ଗ କିମ୍ବା ) ତୃତୀୟ ସ୍ବର୍ଗ କିମ୍ବା ୩) ସ୍ବର୍ଗର ଗୋଟିଏ ବିଶେଷ ସ୍ଥାନ I