or_tn/2co/11/28.md

1.0 KiB

there is the daily pressure on me of my anxiety

ମଣ୍ଡଳୀସମୂହ କେତେ ଭଲ ଭାବରେ ଈଶ୍ବରଙ୍କ ବାଧ୍ୟ ହେଲେ, ସେ ବିଷୟରେ ଈଶ୍ବର ଯେ ତାହାଙ୍କୁ ଦାୟୀ କରିବେ, ପାଉଲ ତାହା ଜାଣନ୍ତି ଓ ସେ ସେହି ଜ୍ଞାନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ତାହାଙ୍କୁ ତଳକୁ ଠେଲୁଥିବା ଗୋଟିଏ ଓଜନିଆ ବସ୍ତୁ ଅଟେ I ବିକଳ୍ପ ଅନୁବାଦ: “ମୁଁ ଜାଣେ ଯେ ମଣ୍ଡଳୀସମୂହର ଆତ୍ମିକ ବୃଦ୍ଧିପାଇଁ ଈଶ୍ବର ମୋତେ ଉତ୍ତରଦାୟୀ କରିବେ ଓ ଏଥିପାଇଁ ମୁଁ ସର୍ବଦା ଗୋଟିଏ ଓଜନିଆ ବସ୍ତୁ ମୋତେ ତଳକୁ ଠେଲିବା ପରି ଅନୁଭବ କରୁଛି” (ଦେଖ: rc://*/ta/man/translate/figs-metaphor)