or_tn/2co/11/27.md

368 B

nakedness

ଏଠାରେ ପାଉଲ ବସ୍ତ୍ରର ଅଭାବ ଦେଖାଇବା ପାଇଁ ଅତିରଞ୍ଜନ କରୁଛନ୍ତି I ବିକଳ୍ପ ଅନୁବାଦ: “ନିଜକୁ ଉଷୁମ ରଖିବାକୁ ଯଥେଷ୍ଟ ବସ୍ତ୍ର ନ ଥାଇ” (ଦେଖ: rc://*/ta/man/translate/figs-hyperbole)