or_tn/2co/11/23.md

2.5 KiB

Are they servants of Christ? (I speak as though I were out of my mind.) I am more

ପାଉଲ ଏପରି ପ୍ରଶ୍ନ ପଚାରୁଛନ୍ତି, ଯାହା ହୁଏତ କରିନ୍ଥୀୟମାନେ ପଚାରି ପାରିଥାନ୍ତେ ଓ ତାପରେ ସେ ମଧ୍ୟ ମହା-ପ୍ରେରିତମାନଙ୍କ ପରି ଅଧିକରୂପେ ଜଣେ ଯିହୂଦୀବୋଲି ଗୁରୁତ୍ବ ଦେବାକୁ ସେମାନଙ୍କୁ ଉତ୍ତର ଦେଉଛନ୍ତି I ଯଦି ସମ୍ଭବ, ତୁମେ ଗୋଟିଏ ପ୍ରଶ୍ନ-ଉତ୍ତର ଫର୍ମ ରଖିବା ଉଚିତ I ବିକଳ୍ପ ଅନୁବାଦ: “ସେମାନେ କହନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କର ସେବକ ଅଟନ୍ତି-ମୁଁ ପାଗଳ ପରି କହୁଅଛି - କିନ୍ତୁ ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ ଅଟେ” (ଦେଖ: rc://*/ta/man/translate/figs-rquestion)

as though I were out of my mind

ଯଦିଓ ଭଲଭାବରେ ଚିନ୍ତା କରିବାକୁ ସକ୍ଷମ ନୁହେଁ

I am more

ତୁମେ ବୁଝିଥିବା ସୂଚନାକୁ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ସେମାନଙ୍କଠାରୁ ଅଧିକରୂପେ ଖ୍ରୀଷ୍ଟଙ୍କର ଜଣେ ସେବକ” (ଦେଖ: rc://*/ta/man/translate/figs-ellipsis)

in even more hard work

ମୁଁ କଠିନ ପରିଶ୍ରମ କରିଛି

in far more prisons

ମୁଁ ଅନେକ ଥର କାରାଗାରରେ ରହିଛି

in beatings beyond measure

ଏହା ଗୋଟିଏ ରୂଢ଼ି ଓ ସେ ବାରମ୍ବାର ଅନେକ ଥର ପ୍ରହାରିତ ହୋଇଛନ୍ତି ବୋଲି ଗୁରୁତ୍ବ ଦେବାକୁ ଅତିରଞ୍ଜନ କରାଯାଇଛି I ବିକଳ୍ପ ଅନୁବାଦ: “ମୁଁ ଅନେକ ଥର ବହୁତ ପ୍ରହାରିତ ହୋଇଛି” କିମ୍ବା “ମୁଁ ଗଣନାର ବାହାରେ ଅନେକ ଥର ପ୍ରହାରିତ ହୋଇଛି” (ଦେଖ: [[rc:///ta/man/translate/figs-idiom]] ଓ [[rc:///ta/man/translate/figs-hyperbole]])

in facing many dangers of death

ଆଉ ମୁଁ ଅନେକ ଥର ମୃତ ପ୍ରାୟ ହୋଇଛି