or_tn/2co/11/19.md

847 B
Raw Permalink Blame History

put up with fools

ଯେତେବେଳେ ମୁଁ ଜଣେ ନିର୍ବୋଧ ଭଳି କାର୍ଯ୍ୟ କରେ ସେତେବେଳେ ମୋତେ ଗ୍ରହଣ କର I ଦେଖ ତୁମେ ଏଭଳି ବାକ୍ୟାଂଶକୁ କିପରି କରିନ୍ଥୀୟ ୧୧:୧ରେ ଅନୁବାଦ କଲ I

You are wise yourselves!

ବ୍ୟଙ୍ଗୋକ୍ତି ବ୍ୟବହାର କରି ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ତୁମ୍ଭେମାନେ ଜ୍ଞାନୀ, କିନ୍ତୁ ତୁମ୍ଭେମାନେ ଜ୍ଞାନୀ ନୁହଁ!” (ଦେଖ: rc://*/ta/man/translate/figs-irony)