or_tn/2co/11/15.md

1011 B
Raw Permalink Blame History

It is no great surprise if

ଏହାକୁ ନକରାତ୍ମକ ଭାବରେ ପ୍ରକାଶ କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ କରିନ୍ଥୀୟମାନେ ଅନେକ “ଭଣ୍ଡ ପ୍ରେରିତମାନଙ୍କୁ"" ସାକ୍ଷାତ କରିବାକୁ ଆଶା କରିବା ଉଚିତ ( କରିନ୍ଥୀୟ ୧୧:୧୩)I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଶ୍ଚିତ ଭାବରେ ତାହା ଆଶା କରିବା ଉଚିତ” (ଦେଖ: rc://*/ta/man/translate/figs-litotes)

his servants also disguise themselves as servants of righteousness

ତାହାର ସେବକମାନେ ଧାର୍ମିକତାର ସେବକ ନୁହନ୍ତି, କିନ୍ତୁ ସେମାନେ ଧାର୍ମିକତାର ସେବକ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରନ୍ତି