or_tn/2co/11/08.md

8 lines
931 B
Markdown

# I robbed other churches
ଯେଉଁମାନେ ତାହାଙ୍କୁ ଦେବାପାଇଁ ବାଧ୍ୟ ନ ଥିଲେ, ସେମାନଙ୍କଠାରୁ ପାଉଲ ଅର୍ଥ ଗ୍ରହଣ କରିଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ ଏହା ଗୋଟିଏ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ମୁଁ ମଣ୍ଡଳୀସମୂହରୁ ଅର୍ଥ ଗ୍ରହଣ କଲି” (ଦେଖ: [[rc://*/ta/man/translate/figs-irony]] ଓ [[rc://*/ta/man/translate/figs-hyperbole]])
# I could serve you
ଏହାର ସମ୍ପୂର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିନା ମୂଲ୍ୟରେ ମୁଁ ତୁମ୍ଭର ସେବା କରିପାରିବି” (ଦେଖ: [[rc://*/ta/man/translate/figs-explicit]])