or_tn/2co/11/02.md

1.5 KiB

jealous ... jealousy

ଏହି ଶବ୍ଦଗୁଡିକ ଏକ ଉତ୍ତମ ଓ ଦୃଢ଼ ଆଶା ବ୍ୟକ୍ତ କରୁଛି ଯେ କରିନ୍ଥୀୟମାନେ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ଓ ତାହାଙ୍କୁ ଛାଡିବାକୁ କେହି ସେମାନଙ୍କୁ ପ୍ରବର୍ତ୍ତନା ନ ଦିଅନ୍ତୁ I

I promised you in marriage to one husband. I promised to present you as a pure virgin to Christ

କରିନ୍ଥୀୟମାନଙ୍କ ପାଇଁ ଆପଣାର ଯତ୍ନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଅନ୍ୟ ଜଣେ ଲୋକକୁ ପ୍ରତିଜ୍ଞା କରିଛନ୍ତି ଯେ ତାଙ୍କୁ ବିବାହ କରିବା ନିମନ୍ତେ ସେ ଆପଣା କନ୍ୟାକୁ ପ୍ରସ୍ତୁତ କରିବେ ଓ ସେ ଅତ୍ୟଧିକ ଚିନ୍ତିତ ଯେ ସେ ସେହି ଲୋକଟିକୁ କରିଥିବା ପ୍ରତିଜ୍ଞା ରଖିବାକୁ କିପରି ସମର୍ଥ ହେବେ I ବିକଳ୍ପ ଅନୁବାଦ: “ଏକ ସ୍ବାମୀଙ୍କ ନିକଟରେ ଆପଣା କନ୍ୟାକୁ ସମର୍ପଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିବା ଜଣେ ପିତାଙ୍କ ସଦୃଶ ମୁଁ ଥିଲି” (ଦେଖ: rc://*/ta/man/translate/figs-metaphor)