or_tn/2co/10/12.md

1.0 KiB

to group ourselves or compare

ଆମ୍ଭେମାନେ ସେହିପରି ଉତ୍ତମ ବୋଲି କହିବା

they measure themselves by one another and compare themselves with each other

ପାଉଲ ଅନେକ ସମାନ ବିଷୟକୁ ଦୁଇଥର କହୁଛନ୍ତି I (ଦେଖ: rc://*/ta/man/translate/figs-parallelism)

they measure themselves by one another

ପାଉଲ ଉତ୍ତମତା ବିଷୟରେ କହୁଛନ୍ତି ଯେ ତାହା ଏମିତି କିଛି ଜିନିଷ ଯାହାର ଲମ୍ବା ଲୋକେ ମାପିପାରିବେ I ବିକଳ୍ପ ଅନୁବାଦ: “ସେମାନେ ପରସ୍ପରକୁ ଦେଖନ୍ତି ଓ କିଏ ଭଲ ତାହା ଜାଣିବାକୁ ଚେଷ୍ଟା କରନ୍ତି” (ଦେଖ: rc://*/ta/man/translate/figs-metaphor)

have no insight

ସମସ୍ତଙ୍କୁ ଦେଖନ୍ତି ଯେ ସେମାନେ କିଛି ଜାଣନ୍ତି ନାହିଁ