or_tn/2co/10/05.md

2.6 KiB

every high thing that rises up

ପାଉଲ ଏପର୍ଯ୍ୟନ୍ତ ଗୋଟିଏ ଯୁଦ୍ଧର ରୂପକ ନେଇ କଥା କହୁଛନ୍ତି, ସତେ ଯେପରି “ଈଶ୍ବରଙ୍କ ଜ୍ଞାନ” ଏକ ସୈନ୍ୟବାହିନୀ ଓ “ପ୍ରତ୍ୟେକ ଉଚ୍ଚ ବିଷୟ” ଗୋଟିଏ ପ୍ରାଚୀର ଯାହା ଲୋକମାନେ ସୈନ୍ୟବାହିନୀକୁ ବାହାରେ ରଖିବା ପାଇଁ ନିର୍ମାଣ କରିଛନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ମିଥ୍ୟା ଯୁକ୍ତିତର୍କ ଯାହା ସେମାନଙ୍କୁ ସୁରକ୍ଷା କରିବ ବୋଲି ଗର୍ବୀ ଲୋକମାନେ ଭାବୁଛନ୍ତି”

every high thing

ଗର୍ବୀ ଲୋକମାନେ କରୁଥିବା ସମସ୍ତ ବିଷୟ

rises up against the knowledge of God

ପାଉଲ ଯୁକ୍ତିତର୍କ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ସୈନ୍ୟବାହିନୀ ବିରୁଦ୍ଧରେ ଛିଡ଼ାହୋଇଥିବା ଗୋଟିଏ ଉଚ୍ଚ ପ୍ରାଚୀର I “ଉତ୍ଥିତ” ଶବ୍ଦଟିର ଅର୍ଥ ହେଉଛି “ଉଚ୍ଚ ଭାବରେ ଛିଡ଼ା ହେବା,” କିନ୍ତୁ ବାୟୁରେ ଭାସୁଥିବା ଉଚ୍ଚ ବିଷୟ ନୁହେଁ I ବିକଳ୍ପ ଅନୁବାଦ: “ତାହା ଲୋକମାନେ ବ୍ୟବହାର କରନ୍ତି, ଯେପରି ଈଶ୍ବର କିଏ ବୋଲି ସେମାନଙ୍କୁ ଜାଣିବାକୁ ପଡ଼ିବ ନାହିଁ” (ଦେଖ: rc://*/ta/man/translate/figs-metaphor)

We take every thought captive into obedience to Christ

ପାଉଲ ଲୋକମାନଙ୍କର କଳ୍ପନା ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶତ୍ରୁ ସୈନ୍ୟମାନେ, ଯେଉଁମାନଙ୍କୁ ସେ ଯୁଦ୍ଧକ୍ଷେତ୍ରରେ ଅବରୋଧ କରନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖାଇଦେଉ ଯେ ସେହି ଲୋକମାନଙ୍କର ସମସ୍ତ ମିଥ୍ୟା ଭାବନାଗୁଡିକ ମନ୍ଦ ଅଟେ ଓ ଲୋକମାନଙ୍କୁ ଖ୍ରୀଷ୍ଟଙ୍କର ବାଧ୍ୟହେବା ନିମନ୍ତେ ଶିକ୍ଷା ଦେଉ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])