or_tn/2co/10/04.md

2.4 KiB
Raw Permalink Blame History

the weapons we fight with ... bring to nothing misleading arguments

ଈଶ୍ବରଙ୍କ ଜ୍ଞାନ ମନୁଷ୍ୟର ଜ୍ଞାନକୁ ମିଥ୍ୟା ବୋଲି ଦେଖାଇବା ବିଷୟକୁ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଅସ୍ତ୍ର ଯାହା ସହିତ ସେ ଗୋଟିଏ ଶତ୍ରୁର ଦୃଢ଼ ଗଡ଼କୁ ଧ୍ବଂସ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେଉଁ ଅସ୍ତ୍ରରେ ଯୁଦ୍ଧ କରୁଅଛୁ ... ତାହା ଲୋକମାନଙ୍କୁ ପ୍ରମାଣିତ କରୁଅଛି ଯେ ଆମ୍ଭମାନଙ୍କ ଶତ୍ରୁମାନେ କହୁଥିବା ବିଷୟ ମିଥ୍ୟା ଅଟେ” (ଦେଖ: rc://*/ta/man/translate/figs-metaphor)

we fight

ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଓ ଭଣ୍ଡ ଶିକ୍ଷକ ମାନଙ୍କଠାରେ ବିଶ୍ବାସ ନ କରିବା ନିମନ୍ତେ କରିନ୍ଥୀୟମାନଙ୍କୁ ମଣାଇବାକୁ ଚେଷ୍ଟା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଶାରୀରିକ ଯୁଦ୍ଧ ଲଢ଼ୁଥିଲେ I ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I (ଦେଖ: rc://*/ta/man/translate/figs-metaphor)

are not fleshly

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶାରୀରିକ ଭାବରେ” ଶବ୍ଦଟି କେବଳ ମାତ୍ର ଶାରୀରିକ ବୋଲି ବୁଝାଇବା ପାଇଁ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ଶାରୀରିକ ନୁହେଁ” କିମ୍ବା ) “ଶାରୀରିକ” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ନିମନ୍ତେ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ନୁହେଁ” କିମ୍ବା “ଭୁଲ୍ କାମ କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରେ ନାହିଁ ” (ଦେଖ: rc://*/ta/man/translate/figs-metonymy)