or_tn/2co/10/01.md

910 B

Connecting Statement:

ପାଉଲ ଦାନ ଦେବା ପ୍ରସଙ୍ଗଠାରୁ, ଯେପରି ସେ କରନ୍ତି, ସେପରି ଶିକ୍ଷାଦେବାର ଆପଣା ଅଧିକାରକୁ ସମର୍ଥନ କରିବା ପ୍ରସଙ୍ଗକୁ ପରିବର୍ତ୍ତନ କରୁଛନ୍ତି I

by the humility and gentleness of Christ

“ମୃଦୁ ଭାବ” ଓ “କୋମଳ ଭାବ” ଶବ୍ଦଗୁଡିକ ଗୁଣବାଚକ ବିଶେଷ୍ୟ ଅଟେ ଓ ଅନ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ସର୍ବଦା ଯେପରି, ଏବେ ବି ନମ୍ର ଓ ମୃଦୁ, କାରଣ ଖ୍ରୀଷ୍ଟ ମୋତେ ସେ ପ୍ରକାର କରିଅଛନ୍ତି” (ଦେଖ: rc://*/ta/man/translate/figs-abstractnouns)