or_tn/2co/09/15.md

729 B
Raw Permalink Blame History

for his inexpressible gift

ତାହାଙ୍କ ଦାନ ପାଇଁ, ଯାହା ବାକ୍ୟ ବର୍ଣ୍ଣନା କରିପାରିବ ନାହିଁ I ସମ୍ଭାବିତ ଅର୍ଥ ହେଲା ୧) ଯେ ଏହି ଦାନ “ଅତି ମହା ଅନୁଗ୍ରହ”କୁ ବୁଝାଏ, ଯାହା ଈଶ୍ବର କରିନ୍ଥୀୟମାନଙ୍କୁ ସେପରି ବଦାନ୍ୟ ହେବାପାଇଁ ଦେଇଛନ୍ତି କିମ୍ବା ) ଯେ ଏହି ଦାନ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯାହାଙ୍କୁ ଈଶ୍ବର ସମସ୍ତ ବିଶ୍ବାସୀମାନଙ୍କ ପାଇଁ ଦେଲେ I