or_tn/2co/09/13.md

924 B

Because of your being tested and proved by this service

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଏହି ସେବା ତୁମ୍ଭମାନଙ୍କୁ ପରୀକ୍ଷା କରି ପ୍ରମାଣ କରିଛି” (ଦେଖ: rc://*/ta/man/translate/figs-activepassive)

you will also glorify God by obedience ... by the generosity of your gift to them and to everyone

ପାଉଲ କହୁଛନ୍ତି ଯେ କରିନ୍ଥୀୟମାନେ ଉଭୟ ଯୀଶୁଙ୍କ ପ୍ରତି ବିଶ୍ବସ୍ତ ହେବା ଦ୍ବାରା ଓ ଅନ୍ୟ ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କୁ ବଦାନ୍ୟତାର ସହ ଦେବା ଦ୍ବାରା ଈଶ୍ବରଙ୍କର ମହିମା କରିବେ I