or_tn/2co/09/12.md

1.2 KiB

For carrying out this service

ଏଠାରେ “ସେବା” ଶବ୍ଦଟି ପାଉଲ ଓ ତାହାଙ୍କର ସହକର୍ମୀମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ନିକଟକୁ ଦାନ ଆଣିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଆମ୍ଭମାନଙ୍କର ଏହି ସେବାକର୍ମ କରିବା” (ଦେଖ: rc://*/ta/man/translate/figs-explicit)

but is also overflowing into many acts of thanksgiving to God

ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କର ସେବାକର୍ମ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ ଯାହାକୁ ଏକାଧିକ ପାତ୍ର ଧରିପାରିବ I ବିକଳ୍ପ ଅନୁବାଦ: “ଏହା ମଧ୍ୟ ଅନେକ କର୍ମର କାରଣ ହେବ, ଯେଉଁଥିପାଇଁ ଲୋକେ ଈଶ୍ବରଙ୍କର ଧନ୍ୟବାଦ କରିବେ” (ଦେଖ: rc://*/ta/man/translate/figs-metaphor)