or_tn/2co/09/11.md

1.2 KiB

You will be enriched

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ବୃଦ୍ଧି କରିବେ” (ଦେଖ: rc://*/ta/man/translate/figs-activepassive)

This will bring about thanksgiving to God through us

“ଏହା” ଶବ୍ଦଟି କରିନ୍ଥୀୟମାନଙ୍କର ବଦାନ୍ୟତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ବଦାନ୍ୟତା ସକାଶୁ, ଆମ୍ଭେମାନେ ଆଣୁଥିବା ଦାନ ଯେଉଁମାନେ ଗ୍ରହଣ କରିବେ, ସେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେବେ” କିମ୍ବା “ଆଉ ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କର ଦାନକୁ ଅଭାବଗ୍ରସ୍ତ ଲୋକମାନଙ୍କୁ ଦେବୁ, ସେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେବେ” (ଦେଖ: rc://*/ta/man/translate/figs-explicit)