or_tn/2co/09/10.md

2.2 KiB

He who supplies

ଈଶ୍ବର ଯେ ଯୋଗାନ୍ତି

bread for food

ଏଠାରେ “ଆହାର” ଶବ୍ଦ ସାଧାରଣ ଭାବରେ ଖାଦ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭୋଜନ ନିମନ୍ତେ ଆହାର” (ଦେଖ: rc://*/ta/man/translate/figs-metonymy)

will also supply and multiply your seed for sowing

ପାଉଲ କରିନ୍ଥୀୟମାନଙ୍କର ସମ୍ପତ୍ତି ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ବିହନ ଓ ଅନ୍ୟମାନଙ୍କୁ ଦେବା ବିଷୟ ସତେ ଯେପରି ସେମାନେ ବିହନ ବୁଣୁଛନ୍ତି I ବିକଳ୍ପ ଅନୁବାଦ: “ମଧ୍ୟ ସେ ଯୋଗାଇବେ ଓ ତୁମ୍ଭମାନଙ୍କର ସମ୍ପତ୍ତିକୁ ବଢାଇବେ ଯେପରି ତୁମ୍ଭେମାନେ ତାହା ଅନ୍ୟମାନଙ୍କୁ ଦେବା ଦ୍ବାରା ବୁଣିପାରିବ” (ଦେଖ: rc://*/ta/man/translate/figs-metaphor)

He will increase the harvest of your righteousness

କରିନ୍ଥୀୟମାନେ ସେମାନଙ୍କର ବଦାନ୍ୟତାରୁ ପାଇବାକୁ ଥିବା ଉପକାରକୁ ଫସଲ ଅମଳ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର ଏପରିକି ତୁମ୍ଭମାନଙ୍କ ଧାର୍ମିକତା ନିମନ୍ତେ ଅଧିକରୁ ଅଧିକ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-metaphor)

the harvest of your righteousness

ତୁମ୍ଭମାନଙ୍କ ଧାର୍ମିକତାର କର୍ମରୁ ଆସୁଥିବା ଶସ୍ୟ I ଏଠାରେ “ଧାର୍ମିକତା” ଶବ୍ଦଟି କରିନ୍ଥୀୟମାନେ ଆପଣାମାନଙ୍କ ସମ୍ପତ୍ତିରୁ ଯିରୂଶାଲମର ବିଶ୍ବାସୀମାନଙ୍କୁ ଦାନ ଦେଉଥିବା ଧାର୍ମିକତାର କର୍ମକୁ ବୁଝାଏ I