or_tn/2co/09/06.md

788 B

the one who sows ... reap a blessing

ଦାନ ଦେବାର ପରିଣାମକୁ ବୁଝାଇବା ପାଇଁ ଜଣେ କୃଷକ ବିହନ ବୁଣିବାର ଚିତ୍ରକୁ ପାଉଲ ବ୍ୟବହାର କରୁଛନ୍ତି I ଜଣେ କୃଷକର ଅମଳ ଯେପରି ସେ କେତେ ପରିମାଣରେ ବିହନ ବୁଣିଥିଲା ତା’ ଉପରେ ନିର୍ଭର କରେ, ଠିକ୍ ସେପରି କରିନ୍ଥୀୟମାନେ କେତେ ବଦାନ୍ୟ ଭାବରେ ଦାନ ଦେଉଛନ୍ତି, ତା’ ଅନୁସାରେ ଈଶ୍ବରଙ୍କ ଆଶୀର୍ବାଦ ଅଳ୍ପ ବା ବହୁତ ହେବ I (ଦେଖ: rc://*/ta/man/translate/figs-metaphor)