or_tn/2co/09/03.md

515 B

the brothers

ଏହା ତିତସ ଓ ତାହାଙ୍କ ସହିତ ଯାଉଥିବା ଦୁଇ ଜଣ ଲୋକଙ୍କୁ ବୁଝାଏ I

our boasting about you may not be futile

ପାଉଲ ଚାହୁଁ ନ ଥିଲେ ଯେ ସେ କରିନ୍ଥୀୟମାନଙ୍କ ସମ୍ବନ୍ଧରେ ଯେଉଁ ବିଷୟ ସବୁକୁ ନେଇ ଦର୍ପ କରିଥିଲେ, ତାହା ମିଥ୍ୟା ବୋଲି ଅନ୍ୟମାନେ ଭାବନ୍ତୁ I