or_tn/2co/08/23.md

1.1 KiB

he is my partner and fellow worker for you

ସେ ମୋହର ସହଭାଗୀ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ସକାଶେ ମୋ ସହିତ କାର୍ଯ୍ୟ କରନ୍ତି

As for our brothers

ଏହା ତିତସଙ୍କ ସହିତ ଯାଉଥିବା ଅନ୍ୟ ଦୁଇଜଣ ଭାଇଙ୍କୁ ବୁଝାଏ I

they are sent by the churches

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀସମୂହ ସେମାନଙ୍କୁ ପଠାଇଛନ୍ତି” (ଦେଖ: rc://*/ta/man/translate/figs-activepassive)

They are an honor to Christ

ଏହାକୁ କ୍ରିୟାରୂପକ ବାକ୍ୟାଂଶ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସକାଶେ ଲୋକମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରିବେ” (ଦେଖ: rc://*/ta/man/translate/figs-abstractnouns)