or_tn/2co/08/17.md

703 B

For he not only accepted our appeal

କରିନ୍ଥକୁ ଫେରିଆସି ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବାକୁ ତିତସଙ୍କୁ ଅନୁରୋଧ କରିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ଅର୍ଥ ସଂଗ୍ରହରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ଯେ ଆମ୍ଭମାନଙ୍କର ଅନୁରୋଧ ଗ୍ରହଣ କଲେ, କେବଳ ସେତିକି ନୁହେଁ” (ଦେଖ: rc://*/ta/man/translate/figs-explicit)