or_tn/2co/08/16.md

794 B

who put into Titus' heart the same earnest care that I have for you

ଏଠାରେ “ହୃଦୟ” ଭାବ ପ୍ରବଣତାକୁ ବୁଝାଏ I ଏହାର ଅର୍ଥ ହେଉଛି ସେମାନଙ୍କୁ ପ୍ରେମ କରିବାକୁ ଈଶ୍ବର ତିତସ୍ ଙ୍କ ହୃଦୟରେ ପ୍ରେମଭାବ ଜନ୍ମାଇଲେ I ବିକଳ୍ପ ଅନୁବାଦ: “ଯେପରି ମୁଁ, ସେପରି ଈଶ୍ବର ତୁମ୍ଭମାନଙ୍କର ଯତ୍ନ ନେବାକୁ ତିତସଙ୍କୁ ଉଦ୍ଯୋଗୀ କଲେ” (ଦେଖ: rc://*/ta/man/translate/figs-synecdoche)

same earnest care

ସମାନ ଉଦ୍ଯୋଗ କିମ୍ବା “ସମାନ ଗଭୀର ଚିନ୍ତା”