or_tn/2co/08/11.md

495 B

there was an eagerness and desire to do it

ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହା କରିବାକୁ ଆଗ୍ରହୀ ଓ ଇଚ୍ଛୁକ ଥିଲ” (ଦେଖ: rc://*/ta/man/translate/figs-abstractnouns)

bring it to completion

ସମାପ୍ତ କର ଅବା “ଶେଷ କର”