or_tn/2co/08/10.md

426 B

In this matter

ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ଦେବାକୁ ସେମାନଙ୍କର ଅର୍ଥ ସଂଗ୍ରହ କରିବା ବିଷୟକୁ ଏହା ବୁଝାଏ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ ସମ୍ବନ୍ଧରେ” (ଦେଖ: rc://*/ta/man/translate/figs-explicit)