or_tn/2co/08/04.md

473 B

this ministry to the believers

ପାଉଲ ଯିରୂଶାଲମର ବିଶ୍ବାସୀମାନଙ୍କୁ ଅର୍ଥ ଯୋଗାଇବା ସମ୍ବନ୍ଧରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯିରୂଶାଲମର ବିଶ୍ବାସୀମାନଙ୍କୁ ଅର୍ଥ ସାହାଯ୍ୟ କରିବାର ସେବାକାର୍ଯ୍ୟ” (ଦେଖ: rc://*/ta/man/translate/figs-explicit)