or_tn/2co/08/02.md

1.7 KiB

the abundance of their joy and the extremity of their poverty have produced great riches of generosity

ପାଉଲ “ଆନନ୍ଦ” ଓ “ଦରିଦ୍ରତା” ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଜୀବନ୍ତ ବସ୍ତୁ ଯାହା ବଦାନ୍ୟତା ଉତ୍ପନ୍ନ କରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କର ମହାନନ୍ଦ ଓ ଦାରିଦ୍ର୍ୟର ଭୀଷଣତା ସକାଶୁ ସେମାନେ ଅତି ବଦାନ୍ୟ ହୋଇଛନ୍ତି” (ଦେଖ: rc://*/ta/man/translate/figs-personification)

the abundance of their joy

ପାଉଲ ଆନନ୍ଦ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ ଯାହା ଆକାରରେ ଓ ପରିମାଣରେ ବୃଦ୍ଧି ପାଇବ I (ଦେଖ: rc://*/ta/man/translate/figs-metaphor)

extremity of their poverty ... riches of generosity

ଯଦିଓ ମାକିଦନିଆର ମଣ୍ଡଳୀଗୁଡିକ କ୍ଲେଶ ଓ ଦରିଦ୍ରତାର ପରୀକ୍ଷା ସହ୍ୟ କରିଛନ୍ତି, ଈଶ୍ବରଙ୍କ ଅନୁଗ୍ରହରୁ ସେମାନେ ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ସଂଗ୍ରହ କରିବାକୁ ସମର୍ଥ ହୋଇଛନ୍ତି I

great riches of generosity

ଏକ ଅତି ମହା ବଦାନ୍ୟତା I “ମହା ଧନ” ଶବ୍ଦଟି ସେମାନଙ୍କ ବଦାନ୍ୟତାର ମହାନତାକୁ ଗୁରୁତ୍ବ ଦେଉଛି I