or_tn/2co/07/intro.md

2.8 KiB
Raw Permalink Blame History

କରିନ୍ଥୀୟ ୦୭ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

-୪ ପଦରେ ପାଉଲ ଆପଣା ପକ୍ଷ ସମର୍ଥନ ଶେଷ କରୁଛନ୍ତି I ତାପରେ ସେ ତିତସଙ୍କ ପ୍ରତ୍ୟାଗମନ ଓ ତାହା ଆଣିଥିବା ସାନ୍ତ୍ବନା ବିଷୟରେ ଲେଖୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଶୁଚି ଓ ଅଶୁଚି

ଖ୍ରୀଷ୍ଟିୟାନମାନେ ଶୁଚି ଅଟନ୍ତି ଏହି ଅର୍ଥରେ ଯେ ଈଶ୍ବର ସେମାନଙ୍କୁ ସେମାନଙ୍କର ପାପରୁ ପରିଷ୍କାର କରିଅଛନ୍ତି I ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି ହେବା ବିଷୟରେ ସେମାନେ ଚିନ୍ତିତ ହେବା ଆବଶ୍ୟକ ନୁହେଁ I ତଥାପି ଅଧାର୍ମିକତାର ଜୀବନ ଜଣେ ଖ୍ରୀଷ୍ଟିୟାନକୁ ଅଶୁଚି କରିପକାଇବ I (ଦେଖ: [[rc:///tw/dict/bible/kt/clean]] ଓ [[rc:///tw/dict/bible/kt/lawofmoses]])

ଦୁଃଖ ଓ ଶୋକ

ଏହି ଅଧ୍ୟାୟରେ “ଦୁଃଖ” ଓ “ଶୋକ” ସୂଚାଇଦିଏ ଯେ କରିନ୍ଥୀୟମାନେ ମନ ପରିବର୍ତ୍ତନ କରିବା ପର୍ଯ୍ୟନ୍ତ ବିଚଳିତ ହୋଇପଡୁଥିଲେ I (ଦେଖ: rc://*/tw/dict/bible/kt/repent)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଆମ୍ଭେମାନେ

ପାଉଲ ଆପଣାକୁ ଓ ତୀମଥିଙ୍କୁ ବୁଝାଇବା ପାଇଁ ପ୍ରାୟତଃ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ୟମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I

ମୂଳ ପରିସ୍ଥିତି

ଏହି ଅଧ୍ୟାୟ ପୂର୍ବର ଗୋଟିଏ ପରିସ୍ଥିତିକୁ ବିଶଦ୍ ଭାବରେ ଆଲୋଚନା କରୁଛି I ଏହି ଅଧ୍ୟାୟରେ ଥିବା ସୂଚନାରୁ ଏହି ପରିସ୍ଥିତିର କେତେକ ଦିଗ ଆମ୍ଭେମାନେ ଠଉରାଇପାରିବା I କିନ୍ତୁ କୌଣସି ଏକ ଅନୁବାଦରେ ଏହି ପ୍ରକାର ଅନ୍ତର୍ନିହିତ ସୂଚନାକୁ ଅନ୍ତର୍ଭୁକ୍ତ ନ କରିବା ସବୁଠାରୁ ଭଲ I (ଦେଖ: rc://*/ta/man/translate/figs-explicit)