or_tn/2co/07/13.md

1.3 KiB

It is by this that we are encouraged

ଏଠାରେ “ଏହା” ଶବ୍ଦଟି ପାଉଲଙ୍କର ପୂର୍ବ ପତ୍ରକୁ କରିନ୍ଥୀୟମାନେ କିଭଳି ପ୍ରତିକ୍ରିୟା ଦେଖାଇଥିଲେ, ତାକୁ ବୁଝାଏ, ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କଲେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଉତ୍ସାହିତ କରେ” (ଦେଖ: rc://*/ta/man/translate/figs-activepassive)

his spirit was refreshed by all of you

ଏଠାରେ “ଆତ୍ମା” ଜଣେ ଲୋକର ସ୍ବଭାବ ଓ ପ୍ରବୃତ୍ତିକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ତାହାଙ୍କ ଆତ୍ମାକୁ ସତେଜ କଲ” କିମ୍ବା “ତୁମ୍ଭେମାନେ ସମସ୍ତେ ତାହାଙ୍କୁ ବ୍ୟତିବ୍ୟସ୍ତ ହେବାରୁ ନିବୃତ୍ତ କଲ” (ଦେଖ: rc://*/ta/man/translate/figs-activepassive)