or_tn/2co/07/09.md

1.3 KiB

not because you were distressed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପତ୍ରରେ ଯାହା କହିଲି, ତାହା ତୁମ୍ଭମାନଙ୍କୁ ଦୁଃଖ ଦେଇଥିବା ସକାଶୁ ନୁହଁ” (ଦେଖ: rc://*/ta/man/translate/figs-activepassive)

you suffered no loss because of us

ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁଯୋଗ କରିଥିବା ସକାଶୁ ତୁମ୍ଭେମାନେ କ୍ଷତି ସହିନାହଁ I ଏହାର ଅର୍ଥ ଏହି ଯେ ଯଦିଓ ପତ୍ରଟି ସେମାନଙ୍କ ଦୁଃଖର କାରଣ ହେଲା, ଫଳ ସ୍ବରୂପ ପତ୍ରଟିରୁ ସେମାନେ ଲାଭବାନ୍ ହେଲେ, କାରଣ ତାହା ସେମାନଙ୍କ ମନ ପରିବର୍ତ୍ତନର କାରଣ ହେଲା I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ତୁମ୍ଭମାନଙ୍କର କୌଣସି ପ୍ରକାରେ କ୍ଷତି କଲୁ ନାହିଁ” (ଦେଖ: rc://*/ta/man/translate/figs-idiom)