or_tn/2co/07/08.md

1.1 KiB

General Information:

ଏହା କରିନ୍ଥୀୟ ବିଶ୍ବାସୀମାନଙ୍କ ନିକଟକୁ ପାଉଲଙ୍କର ପୂର୍ବ ପତ୍ରକୁ ବୁଝାଏ, ଯେଉଁଥିରେ ଆପଣା ପିତାଙ୍କର ଭାର୍ଯ୍ୟା ସହିତ ଯୌନଗତ ଅଶୁଚି କାର୍ଯ୍ୟ କରିଥିବା ଜଣେ ବିଶ୍ବାସୀକୁ ଗ୍ରହଣ କରିଥିବା ସକାଶୁ ସେ ସେମାନଙ୍କୁ ଅନୁଯୋଗ କରିଥିଲେ I

Connecting Statement:

ସେମାନଙ୍କର ଈଶ୍ବରପରାୟଣ ଦୁଃଖ ପାଇଁ, ଯଥାର୍ଥ କାର୍ଯ୍ୟ କରିବାକୁ ସେମାନଙ୍କର ଉଦ୍ଯୋଗ ପାଇଁ, ଓ ଏହା ତାହାଙ୍କ ଏବଂ ତିତସଙ୍କ ପାଇଁ ଆନନ୍ଦ ଆଣିଥିବା ସକାଶୁ ପାଉଲ ସେମାନଙ୍କର ପ୍ରଶଂସା କରୁଛନ୍ତି I

when I saw that my letter

ଯେତେବେଳେ ମୁଁ ଜାଣିଲି ଯେ ମୋହର ପତ୍ର