or_tn/2co/07/07.md

518 B

by the comfort that Titus had received from you

କରିନ୍ଥୀୟମାନେ ତିତସଙ୍କୁ ସାନ୍ତ୍ବନା ଦେଲେ ବୋଲି ଜାଣି ପାଉଲ ସାନ୍ତ୍ବନା ପ୍ରାପ୍ତ ହେଲେ I ବିକଳ୍ପ ଅନୁବାଦ: “ତିତସ ତୁମ୍ଭମାନଙ୍କଠାରୁ ସାନ୍ତ୍ବନା ପ୍ରାପ୍ତ ହୋଇଛନ୍ତି ବୋଲି ଜାଣି” (ଦେଖ: rc://*/ta/man/translate/figs-explicit)