or_tn/2co/07/04.md

965 B

I am filled with comfort

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ ସାନ୍ତ୍ବନାରେ ପରିପୂର୍ଣ୍ଣ କଲ” (ଦେଖ: rc://*/ta/man/translate/figs-activepassive)

I overflow with joy

ପାଉଲ ଆନନ୍ଦ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ, ଯାହା ସେ ଉଚ୍ଛୁଳି ଉଠିବା ପର୍ଯ୍ୟନ୍ତ ତାହାଙ୍କୁ ପୂର୍ଣ୍ଣ କରୁଥାଏ I ବିକଳ୍ପ ଅନୁବାଦ; “ମୁଁ ଅତ୍ୟଧିକ ଆନନ୍ଦିତ” (ଦେଖ: rc://*/ta/man/translate/figs-metaphor)

even in all our afflictions

ଆମ୍ଭମାନଙ୍କର ସମସ୍ତ କ୍ଲେଶ ସତ୍ତ୍ବେ