or_tn/2co/07/03.md

1.6 KiB

It is not to condemn you that I say this

ତୁମ୍ଭେମାନେ ଭୁଲ୍ କରିଅଛ ବୋଲି ଦୋଷ ଦେବାକୁ ମୁଁ ଏହା କହୁ ନାହିଁ I “ଏହା” ଶବ୍ଦଟି ପାଉଲ କାହାରି କ୍ଷତି ନ କରିବା ବିଷୟରେ ଏବେ ଯାହା କହିଲେ, ତାକୁ ବୁଝାଏ I

you are in our hearts

ପାଉଲ କରିନ୍ଥୀୟମାନଙ୍କ ପାଇଁ ତାହାଙ୍କ ଓ ତାହାଙ୍କ ସହକର୍ମୀମାନଙ୍କ ବହୁଳ ପ୍ରେମ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କୁ ହୃଦୟରେ ଧରିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭମାନଙ୍କର ଅତି ପ୍ରିୟ ଅଟ” (ଦେଖ: rc://*/ta/man/translate/figs-metaphor)

for us to die together and to live together

ଏହାର ଅର୍ଥ ଯେ ପାଉଲ ଓ ତାହାଙ୍କର ସହକର୍ମୀମାନେ ଯାହା ହେଲେ ମଧ୍ୟ କରିନ୍ଥୀୟମାନଙ୍କୁ ନିରନ୍ତର ପ୍ରେମ କରିବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବଞ୍ଚୁ ଅବା ଆମ୍ଭେମାନେ ମରୁ” (ଦେଖ: rc://*/ta/man/translate/figs-idiom)

for us to die

ଆମ୍ଭମାନଙ୍କୁ ଶବ୍ଦ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: rc://*/ta/man/translate/figs-inclusive)