or_tn/2co/07/02.md

8 lines
1.2 KiB
Markdown

# Connecting Statement:
ଏହି କରିନ୍ଥୀୟ ବିଶ୍ବାସୀମାନଙ୍କୁ ସେମାନଙ୍କର ଶିଷ୍ୟ କରିବାକୁ ଯତ୍ନ କରୁଥିବା ନେତାମାନଙ୍କ ବିଷୟରେ କରିନ୍ଥର ଲୋକମାନଙ୍କୁ ଆଗରୁ ସତର୍କ କରାଇଲା ପରେ, ପାଉଲ ସେ ଅନୁଭବ କରୁଥିବା ପ୍ରକାରେ ସେମାନଙ୍କୁ ସ୍ମରଣ କରାଉଛନ୍ତି I
# Make room for us
ଏହା ପାଉଲ ସେମାନେ ତାହାଙ୍କପାଇଁ ସେମାନଙ୍କର ହୃଦୟ ଖୋଲିଦେବା ବିଷୟରେ [୨କରିନ୍ଥୀୟ ୬:୧୧](../06/11.md)ରୁ ଆରମ୍ଭ କରି ଯାହା କହିଥିଲେ, ତାକୁ ଫେରି ଉଲ୍ଲେଖ କରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କ ପାଇଁ ସ୍ଥାନ ଦିଅ” କିମ୍ବା “ଆମ୍ଭମାନଙ୍କୁ ପ୍ରେମ କରି ଗ୍ରହଣ କର” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]])