or_tn/2co/06/17.md

859 B

General Information:

ପାଉଲ ପୁରାତନ ନିୟମର ଭାବବାଦୀ ଯିଶାଇୟ ଓ ଯିହିଜିକଲ ପୁସ୍ତକରୁ କିଛି ଅଂଶ ଉଦ୍ଧୃତ କରୁଛନ୍ତି I

be set apart

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣାକୁ ପୃଥକ୍ କର” କିମ୍ବା “ଆମ୍ଭେ ତୁମ୍ଭମାନଙ୍କୁ ପୃଥକ୍ କରିବା”

Touch no unclean thing

ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ଶୁଚି ବିଷୟକୁ ସ୍ପର୍ଶ କର” (ଦେଖ: rc://*/ta/man/translate/figs-doublenegatives)