or_tn/2co/06/16.md

2.1 KiB

And what agreement is there between the temple of God and idols?

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନ୍ଦିର ଓ ପ୍ରତିମା ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ” (ଦେଖ: rc://*/ta/man/translate/figs-rquestion)

we are the temple of the living God

ପାଉଲ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଈଶ୍ବର ବାସ କରୁଥିବା ଗୋଟିଏ ମନ୍ଦିର ଭାବରେ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଗୋଟିଏ ମନ୍ଦିର ସଦୁଶ, ଯେଉଁଠାରେ ଜୀବନ୍ତ ଈଶ୍ବର ବାସ କରନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-inclusive]])

I will dwell among them and walk among them.

ଏହା ଗୋଟିଏ ପୁରାତନ ନିୟମର ଉଦ୍ଧୃତି ଯାହା ଈଶ୍ବର ଦୁଇ ପ୍ରକାରେ ଲୋକମାନଙ୍କ ସହିତ ବାସ କରିବା ବିଷୟରେ କହେ I “ମଧ୍ୟରେ ବାସ କରିବା”ର ଅର୍ଥ ହେଉଛି ଅନ୍ୟମାନେ ଯେଉଁଠି ବାସ କରନ୍ତି, ସେଇଠି ବାସ କରିବା, କିନ୍ତୁ ଅନ୍ୟ ଶବ୍ଦ “ମଧ୍ୟରେ ଚାଲିବା”ର ଅର୍ଥ ହେଉଛି ସେମାନେ ଜୀବନ ଯାପନ କରୁଥିବା ସମୟରେ ସେମାନଙ୍କ ସହିତ ରହିବା I ବିକଳ୍ପ ଅନୁବାଦ: “ଆମ୍ଭେ ସେମାନଙ୍କ ସହିତ ରହିବା ଓ ସେମାନଙ୍କୁ ସାହାଯ୍ୟ କରିବା” (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-metaphor]])