or_tn/2co/06/15.md

1.1 KiB

What agreement can Christ have with Beliar?

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଓ ବିଲିୟାର୍ ସହିତ କୌଣସି ମିଳନ ନାହିଁ” (ଦେଖ: rc://*/ta/man/translate/figs-rquestion)

Beliar

ଏହା ଶୟତାନର ଆଉ ଗୋଟିଏ ନାମ I (ଦେଖ: rc://*/ta/man/translate/translate-names)

Or what share does a believer have together with an unbeliever?

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “ଜଣେ ବିଶ୍ବାସୀ ଆଉ ଜଣେ ଅବିଶ୍ବାସୀ ସହିତ କୌଣସି ସାଧାରଣ ବିଷୟରେ ଅଂଶୀ ହେବ ନାହିଁ” (ଦେଖ: rc://*/ta/man/translate/figs-rquestion)