or_tn/2co/06/14.md

2.6 KiB

General Information:

୧୬ ପଦରେ, ପାଉଲ ପୁରାତନ ନିୟମର ମୋଶା, ଯିଖରିୟ, ଆମୋଷ ଓ ଅନ୍ୟ କେତେକ ଭାବବାଦୀମାନଙ୍କର କିଛି ଅଂଶକୁ ନିଜ ଭାଷାରେ କହୁଛନ୍ତି I

Do not be tied together with unbelievers

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେବଳ ବିଶ୍ବାସୀମାନଙ୍କ ସହିତ ଯୋଚା ଯାଅ” (ଦେଖ: rc://*/ta/man/translate/figs-doublenegatives)

be tied together with

ପାଉଲ ଗୋଟିଏ ସାଧାରଣ ଉଦ୍ଦେଶ୍ୟକୁ ନେଇ ଏକତ୍ର କାର୍ଯ୍ୟ କରିବା ବିଷୟରେ କହନ୍ତି ଯେ ସତେ ଯେପରି ଗୋଟିଏ ଲଙ୍ଗଳ ଅବା ଶଗଡକୁ ଟାଣିବାପାଇଁ ଦୁଇଟି ପଶୁ ଏକତ୍ର ବନ୍ଧା ଯାଇଛନ୍ତି I ବିକଳ୍ପ ଅନୁବାଦ: “ଏକତ୍ର ଯୋଚା ଯାଅ” କିମ୍ବା “ନିବିଡ଼ ସମ୍ପର୍କରେ ବନ୍ଧା ହୁଅ” (ଦେଖ: rc://*/ta/man/translate/figs-metaphor)

For what association does righteousness have with lawlessness?

ଏହା ଗୋଟିଏ ଭାବ ପ୍ରକାଶକ ପ୍ରଶ୍ନ ଯାହା ଗୋଟିଏ ନକରାତ୍ମକ ଉତ୍ତରକୁ ଅପେକ୍ଷା କରେ I ବିକଳ୍ପ ଅନୁବାଦ: “କାରଣ ଧାର୍ମିକତାର ଅଧାର୍ମିକତା ସହିତ କୌଣସି ସହଯୋଗିତା ନାହିଁ” (ଦେଖ: rc://*/ta/man/translate/figs-rquestion)

For what fellowship does light have with darkness?

ଆଲୋକ ଓ ଅନ୍ଧକାର ଏକତ୍ର ବାସ କରିପାରିବେ ନାହିଁ, କାରଣ ଆଲୋକ ଅନ୍ଧକାରକୁ ଦୂର କରେ, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I “ଆଲୋକ” ଓ “ଅନ୍ଧକାର” ଶବ୍ଦଗୁଡିକ ବିଶ୍ବାସୀ ଓ ଅବିଶ୍ବାସୀମାନଙ୍କର ନୈତିକ ଓ ଆତ୍ମିକ ଗୁଣ ସବୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକ ଅନ୍ଧକାର ସହିତ କୌଣସି ସହଭାଗିତା କରିପାରିବ ନାହିଁ” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])