or_tn/2co/06/12.md

1.8 KiB

You are not restrained by us, but you are restrained in your own hearts

ପାଉଲ କରିନ୍ଥୀୟମାନଙ୍କର ତାହାଙ୍କ ପ୍ରତି ପ୍ରେମର ଅଭାବ ବିଷୟରେ କହନ୍ତି ଯେ ସତେ ଯେପରି ସେମାନଙ୍କର ହୃଦୟ ଗୋଟିଏ ଟାଣ ଜାଗାକୁ ଚାପି ହୋଇଯାଇଛି I ଏଠାରେ “ହୃଦୟ” ଜଣେ ଲୋକର ଭାବ ପ୍ରବଣତାକୁ ବୁଝାଏ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

You are not restrained by us

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ସଙ୍କୁଚିତ କରିନାହୁଁ” କିମ୍ବା “ଆମ୍ଭମାନଙ୍କ ପ୍ରତି ପ୍ରେମ ବନ୍ଦ କରିବାକୁ ଆମ୍ଭେମାନେ ତୁମ୍ଭମାନଙ୍କୁ କୌଣସି କାରଣ ଦେଇନାହୁଁ” (ଦେଖ: rc://*/ta/man/translate/figs-activepassive)

you are restrained in your own hearts

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିଜର ହୃଦୟ ତୁମ୍ଭମାନଙ୍କୁ ସଙ୍କୁଚିତ କରିଅଛି” କିମ୍ବା “ତୁମ୍ଭେମାନେ ଆପଣା ଆପଣା କାରଣ ସକାଶୁ ଆମ୍ଭମାନଙ୍କ ପ୍ରତି ପ୍ରେମ ବନ୍ଦ କରିଅଛ” (ଦେଖ: rc://*/ta/man/translate/figs-activepassive)