or_tn/2co/06/06.md

432 B

in purity ... in genuine love

ପାଉଲ ସେମାନେ କଷ୍ଟକର ପରିସ୍ଥିତିରେ ଥିବା ସମୟରେ ପ୍ରଦର୍ଶନ କରିଥିବା କେତେକ ନୈତିକ ଗୁଣ ସମୂହର ତାଲିକା ଦେଉଛନ୍ତି, ଯାହାସବୁ ସେମାନେ ଈଶ୍ବରଙ୍କ ସେବକ ବୋଲି ପ୍ରମାଣ କରିଥିଲା I