or_tn/2co/06/04.md

979 B

General Information:

ଯେତେବେଳେ ପାଉଲ ଏଠାରେ “ଆମ୍ଭେମାନେ” ବୋଲି ବ୍ୟବହାର କରୁଛନ୍ତି, ସେ ଆପଣାକୁ ଓ ତୀମଥିଙ୍କୁ ଦର୍ଶାଉଛନ୍ତି I (ଦେଖ: rc://*/ta/man/translate/figs-exclusive)

we prove ourselves by all our actions, that we are God's servants

ଆମ୍ଭେମାନେ ଯାହାସବୁ କରୁଅଛୁ, ତଦ୍ବାରା ଆମ୍ଭେମାନେ ଯେ ଈଶ୍ବରଙ୍କ ସେବକ, ତାହା ପ୍ରମାଣ କରୁଅଛୁ I

We are his servants in much endurance, affliction, distress, hardship

ପାଉଲ ବିଭିନ୍ନ ପ୍ରକାର କଷ୍ଟକର ପରିସ୍ଥିତିର ଉଲ୍ଲେଖ କରୁଛନ୍ତି, ଯେଉଁଥିରେ ସେମାନେ ଈଶ୍ବରଙ୍କର ସେବକ ବୋଲି ପ୍ରମାଣ କରିଛନ୍ତି I