or_tn/2co/06/03.md

1.7 KiB

We do not place a stumbling block in front of anyone

ଖ୍ରୀଷ୍ଟଙ୍କଠାରେ ଭରସା ରଖିବାକୁ ଜଣେ ଲୋକକୁ ବାଧା ଦେଉଥିବା ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ, ଯାହା ଉପରେ ଜଣେ ଚଢିକି ପଡିଥାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ସମ୍ବାଦ ବିଶ୍ବାସ କରିବାକୁ ତୁମ୍ଭମାନଙ୍କୁ ବାଧାଦେବା ଭଳି କୌଣସି ବିଷୟ କରିବାକୁ ଆମ୍ଭେମାନେ ଚାହୁଁନାହୁଁ” (ଦେଖ: rc://*/ta/man/translate/figs-metaphor)

we do not wish our ministry to be discredited

“ନିନ୍ଦିତ” ଶବ୍ଦଟି ପାଉଲଙ୍କ ସେବାକାର୍ଯ୍ୟ ସମ୍ବନ୍ଧରେ ମନ୍ଦ କଥା କହୁଥିବା ଓ ସେ ପ୍ରଚାର କରୁଥିବା ସମ୍ବାଦ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆମ୍ଭମାନଙ୍କ ସେବାକାର୍ଯ୍ୟ ସମ୍ବନ୍ଧରେ କୌଣସି ଲୋକ ନିନ୍ଦା କଥା କହିବାକୁ ସମର୍ଥ ହେଉ ବୋଲି ଚାହୁଁନାହୁଁ” (ଦେଖ: rc://*/ta/man/translate/figs-activepassive)