or_tn/2co/05/20.md

923 B

we are appointed as representatives of Christ

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରତିନିଧି ଭାବରେ ନିଯୁକ୍ତ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

representatives of Christ

ଯେଉଁମାନେ ଖ୍ରୀଷ୍ଟଙ୍କ ପାଇଁ କଥା କହିବେ

Be reconciled to God

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଆପଣା ସହିତ ସମ୍ମିଳିତ କରନ୍ତୁ” (ଦେଖ: rc://*/ta/man/translate/figs-activepassive)