or_tn/2co/05/18.md

825 B

All these things

ଈଶ୍ବର ଏହି ସମସ୍ତ ବିଷୟ କରିଛନ୍ତି I ଏହା ପାଉଲ ପୂର୍ବ ପଦ ଗୁଡିକରେ ଠିକ୍ ଏବେ କହିଥିବା ପୁରାତନ ବିଷୟ ସବୁ ବଦଳରେ ନୂତନ ବିଷୟ ସବୁ ସ୍ଥାନ ପାଇଥିବା ବିଷୟକୁ ବୁଝାଏ I

the ministry of reconciliation

ଏହାକୁ ଗୋଟିଏ କ୍ରିୟା ରୂପକ ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ତାହାଙ୍କ ସହିତ ସମ୍ମିଳନ କରିବାର ସେବାକାର୍ଯ୍ୟ” (ଦେଖ: rc://*/ta/man/translate/figs-abstractnouns)