or_tn/2co/05/07.md

499 B

we walk by faith, not by sight

ଏଠାରେ “ଜୀବନଯାପନ କରିବା” ଶବ୍ଦ “ବାସ କରିବା” କିମ୍ବା “ଆଚରଣ କରିବା”ର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ବାସରେ ଜୀବନଯାପନ କରୁଅଛୁ, ଦୃଶ୍ୟ ବିଷୟ ଅନୁସାରେ ନୁହେଁ” (ଦେଖ: rc://*/ta/man/translate/figs-metaphor)