or_tn/2co/05/01.md

2.2 KiB

Connecting Statement:

ପାଉଲ ବୈଷମ୍ୟଗତ ଭାବରେ ବିଶ୍ବାସୀମାନଙ୍କର ପାର୍ଥିବ ଶରୀରକୁ ଇଶ୍ବର ଦେବାକୁ ଯାଉଥିବା ସ୍ବର୍ଗୀୟ ଶରୀର ସହିତ ତୁଳନା କରୁଛନ୍ତି I

if the earthly dwelling that we live in is destroyed, we have a building from God

ଏଠାରେ ଗୋଟିଏ କ୍ଷଣସ୍ଥାୟୀ “ପାର୍ଥିବ ଗୃହ” ଜଣେ ଲୋକର ପାର୍ଥିବ ଦେହର ଏକ ରୂପକ ଅଟେ I ଏଠାରେ ଗୋଟିଏ ନିତ୍ୟସ୍ଥାୟୀ “ଈଶ୍ବରଙ୍କ ଗୃହ” ବିଶ୍ବାସୀମାନେ ମୃତ୍ୟୁଭୋଗ କଲାପରେ ଈଶ୍ବର ସେମାନଙ୍କୁ ଦେବାକୁ ଯାଉଥିବା ନୂତନ ଶରୀରକୁ ବୁଝାଉଥିବା ରୂପକ ଅଟେ I (ଦେଖ: rc://*/ta/man/translate/figs-metaphor)

if the earthly dwelling that we live in is destroyed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଶରୀରକୁ ନଷ୍ଟ କରିବେ” କିମ୍ବା “ଯଦି ଲୋକମାନେ ଆମ୍ଭମାନଙ୍କର ଶରୀରକୁ ବଧ କରିବେ” (ଦେଖ: rc://*/ta/man/translate/figs-activepassive)

It is a house not made by human hands

ଏଠାରେ “ଗୃହ”ର ଅର୍ଥ “ଈଶ୍ବରଙ୍କଠାରୁ ଆଗତ ଗୃହ” ସହିତ ସମାନ I ଏଠାରେ “ହସ୍ତ” ସମଗ୍ର ମନୁଷ୍ୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଗୋଟିଏ ଗୃହ, ଯାହା ମନୁଷ୍ୟର ହସ୍ତ ନିର୍ମାଣ କରିନାହିଁ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-synecdoche]])